ସର୍ବକନିଷ୍ଠ ‘ଜୁରୀ’ ଭାବେ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ବର: କଳା କ୍ଷେତ୍ରରେ ରାଜ୍ୟକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସର୍ବକନିଷ୍ଠ ‘ଜୁରୀ’ ଭାବେ ନିଜ ନାଁ କୁ ସାମିଲ କରି ସଫଳତା ହାତେଇଛନ୍ତି ଜାତୀୟ ପୁରସ୍କାର । ଅଗଷ୍ଟ ୧ ରେ ୭୧ ତମ ଜାତୀୟ ପୁରସ୍କାର ଘୋଷଣା ହୋଇଥିଲା । ଯେଉଁଥିରେ ୩ ଟି ଓଡ଼ିଆ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ପ୍ରକୃତି ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ ଭାବେ […]

ସର୍ବକନିଷ୍ଠ ‘ଜୁରୀ’ ଭାବେ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର
Samaya Live Picture
Published On

ଭୁବନେଶ୍ବର: କଳା କ୍ଷେତ୍ରରେ ରାଜ୍ୟକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସର୍ବକନିଷ୍ଠ ‘ଜୁରୀ’ ଭାବେ ନିଜ ନାଁ କୁ ସାମିଲ କରି ସଫଳତା ହାତେଇଛନ୍ତି ଜାତୀୟ ପୁରସ୍କାର । ଅଗଷ୍ଟ ୧ ରେ ୭୧ ତମ ଜାତୀୟ ପୁରସ୍କାର ଘୋଷଣା ହୋଇଥିଲା । ଯେଉଁଥିରେ ୩ ଟି ଓଡ଼ିଆ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ପ୍ରକୃତି ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ ଭାବେ ଏହି ପୁରସ୍କାର ଲାଭ କରିଛନ୍ତି । ଯାହା ରାଜ୍ୟ ମନୋରଞ୍ଜନ ଜଗତ ପାଇଁ ଗର୍ବର ବିଷୟ ।

Tags: