ଗ୍ରେନେଡ଼୍‍ ଟ୍ରେନିଂ ସମୟରେ ହାବିଲଦାର ସହିଦ

ସମୟ ଲାଇଭ୍‍,୭/୪: ଚନ୍ଦକାସ୍ଥିତ ଏସଓଜି ଟ୍ରେନିଂ ସେଣ୍ଟରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରେନେଡ଼୍‍ ଟ୍ରେନିଂ ସମୟରେ ଜଣେ ହାବିଲଦାର ସହିଦ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଟ୍ରେନି ତାଲିମ୍‍ ନେଉଥିôବା ସମୟରେ ଗ୍ରେନେଡ଼୍‍ ବ୍ଲାଷ୍ଟ ହେବାକୁ ଥିବା ଜାଣି ସହିଦ ପ୍ରକାଶ ସାହୁ ତାଙ୍କ ଜୀବନ ବଞ୍ଚାଇବାକୁ ନିଜେ ଜୀବନ ହାରିଛନ୍ତି। ଅନ୍ୟପଟେ ଘଟଣାରେ ଗୁରୁତରଙ୍କୁ ସ୍ଥାନୀୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛଇ। ସେ ବରଗଡ଼ ଅଞ୍ଚଳର ହୋଇଥିବାବେଳେ ତାଙ୍କ ବିୟୋଗରେ ସ୍ଥାନୀୟ […]

Samaya Live Picture
Published On

ସମୟ ଲାଇଭ୍‍,୭/୪: ଚନ୍ଦକାସ୍ଥିତ ଏସଓଜି ଟ୍ରେନିଂ ସେଣ୍ଟରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରେନେଡ଼୍‍ ଟ୍ରେନିଂ ସମୟରେ ଜଣେ ହାବିଲଦାର ସହିଦ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଟ୍ରେନି ତାଲିମ୍‍ ନେଉଥିôବା ସମୟରେ ଗ୍ରେନେଡ଼୍‍ ବ୍ଲାଷ୍ଟ ହେବାକୁ ଥିବା ଜାଣି ସହିଦ ପ୍ରକାଶ ସାହୁ ତାଙ୍କ ଜୀବନ ବଞ୍ଚାଇବାକୁ ନିଜେ ଜୀବନ ହାରିଛନ୍ତି। ଅନ୍ୟପଟେ ଘଟଣାରେ ଗୁରୁତରଙ୍କୁ ସ୍ଥାନୀୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛଇ। ସେ ବରଗଡ଼ ଅଞ୍ଚଳର ହୋଇଥିବାବେଳେ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟରେ ଲକ୍‍ ଡ଼ାଉନ୍‍ ଜାରି ରହିଥିବାବେଳେ ସମସ୍ତ ଟ୍ରେନିଂ ସେଣ୍ଟର ମଧ୍ୟ ପ୍ରଶିକ୍ଷଣ ମଧ୍ୟ ବନ୍ଦ ରହିଛି। ତେବେ କେଉଁ ପରିସ୍ଥିତି ଚନ୍ଦକା ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ଜାରି ରହିଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Tags: