ଅଗଷ୍ଟ ୫ ରେ ପ୍ରକାଶ ପାଇବ ପିଜି ମେରିଟ ଲିଷ୍ଟ
ଭୁବନେଶ୍ୱର : ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଅଗଷ୍ଟ ୫ ଅପରାହ୍ନ ୪ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍ ଫିଲିଂ ହେବ। ୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ କରାଯିବ। ଅଗଷ୍ଟ ୩୧ରେ ଦ୍ବିତୀୟ ରାଉଣ୍ଡ ସିଟ ଆଲଟମେଣ୍ଟ ଲିଷ୍ଟ ଆସିବ। ସେହିପରି ସେପ୍ଟମ୍ବର ୧୦ରେ ପ୍ରକାଶ ପାଇବ ତୃତୀୟ ପ୍ରର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ଲିଷ୍ଟ।

Tags: