ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା,ଉଦ୍ଧାର କାର୍ଯ୍ୟ ଜାରି
ଚିଲିକା : ଚିଲିକା ମଝିରେ ଅଘଟଣ I ଫସିଲା ଯାତ୍ରୀବାହୀ ଡଙ୍ଗା। ସାତପଡା ରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଯାଉଥିଲା ଡଙ୍ଗା। ତେବେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଲାଗି ଡଙ୍ଗାଟି ଫସିରହଥିବା ଜଣା ପଡିଛି । ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ସହିତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ପାଇଁ ଚେଷ୍ଟା ଚଳାଇଛନ୍ତି I

Tags: