ରାସ୍ତାରେ ଜଳିଗଲା ଆମ ବସ
ଖୋର୍ଦ୍ଧା : ଅଳ୍ପକେ ଟଳିଲା ଅଘଟଣ । ରାସ୍ତା ମଝିରେ ଜଳିଗଲା ଆମ ବସ । କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି। ତେବେ ଏହି ଅଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି୩୦ ଜଣ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେହି ମୃତାହତ ହୋଇ ନଥିବାବେଳେ ଅଘଟଣର କାରଣ ଜଣାପଡିନାହିଁ । ଖବରପାଇ ଖୋର୍ଦ୍ଧା ଅଗ୍ନିଶମ କେନ୍ଦ୍ରରୁ ଦମକଳ […]
ଖୋର୍ଦ୍ଧା : ଅଳ୍ପକେ ଟଳିଲା ଅଘଟଣ । ରାସ୍ତା ମଝିରେ ଜଳିଗଲା ଆମ ବସ । କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି। ତେବେ ଏହି ଅଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି୩୦ ଜଣ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେହି ମୃତାହତ ହୋଇ ନଥିବାବେଳେ ଅଘଟଣର କାରଣ ଜଣାପଡିନାହିଁ । ଖବରପାଇ ଖୋର୍ଦ୍ଧା ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
Tags:




