ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି : ଅନଲାଇନରେ ଯାଞ୍ଚ କରି ହେବ ମୂଲ୍ୟାୟନ
ଭୁବନେଶ୍ୱର : ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର କପି ୱେବସାଇଟରେ । ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। ଏହାକୁ ଅନଲାଇନରେ ମୂଲ୍ୟାୟନ ଯାଞ୍ଚ କରିହେବ । ତେବେ ଯାଞ୍ଚ ପାଇଁ ରୋଲ ନଂ ଓ ମୋବାଇଲ ନଂ ଦେବାକୁ ପଡିବ । ୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ । ୱେବସାଇଟ – www.bseodisha.ac.in । ସୂଚନାନୁସାରେ,ଗତ ଜୁଲାଇ ୧ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର […]
ଭୁବନେଶ୍ୱର : ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର କପି ୱେବସାଇଟରେ । ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। ଏହାକୁ ଅନଲାଇନରେ ମୂଲ୍ୟାୟନ ଯାଞ୍ଚ କରିହେବ । ତେବେ ଯାଞ୍ଚ ପାଇଁ ରୋଲ ନଂ ଓ ମୋବାଇଲ ନଂ ଦେବାକୁ ପଡିବ । ୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ । ୱେବସାଇଟ – www.bseodisha.ac.in ।
ସୂଚନାନୁସାରେ,ଗତ ଜୁଲାଇ ୧ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର ଦୁଇଟା ଯାକ ପେପର୍ ପାଇଁ ପରୀକ୍ଷା ହୋଇଥିଲା । ରାଜ୍ୟର ୩୦୭ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୬୦ ହଜାର ଆଶାୟୀ ଶିକ୍ଷକ ଏହି ପରୀକ୍ଷା ଦେଇଥିଲେ।




