ପ୍ରକାଶ ପାଇଲା OSSTET ରେଜଲ୍ଟ
ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା OSSTET (ODISHA SECONDARY SCHOOL TEACHER ELIGIBILITY TEST) ପରୀକ୍ଷା ଫଳ । ୱେବସାଇଟରେ ଉପଲବ୍ଧ ହୋଇଛି ରେଜଲ୍ଟ। ପରୀକ୍ଷାର୍ଥୀମାନେ www.bseodisha.ac.in କୁ ଲୋଗ ଇନ କରନ୍ତୁ I ଏହାପରେ OSSTET -2024 ଉପରେ କ୍ଲିକ କରି ସେଥିରେ ନିଜ ଇ-ମେଲ ଆଡ୍ରେସ ଏବଂ ପାସୱାର୍ଡ଼ ଦେଇ ୱେବ୍ସାଇଟରୁ ନିଜର ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ଼ କରି ପାରିବେ । ସୂଚନାନୁସାରେ,OSSTET ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବୋର୍ଡ […]
ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା OSSTET (ODISHA SECONDARY SCHOOL TEACHER ELIGIBILITY TEST) ପରୀକ୍ଷା ଫଳ । ୱେବସାଇଟରେ ଉପଲବ୍ଧ ହୋଇଛି ରେଜଲ୍ଟ। ପରୀକ୍ଷାର୍ଥୀମାନେ www.bseodisha.ac.in କୁ ଲୋଗ ଇନ କରନ୍ତୁ I ଏହାପରେ OSSTET -2024 ଉପରେ କ୍ଲିକ କରି ସେଥିରେ ନିଜ ଇ-ମେଲ ଆଡ୍ରେସ ଏବଂ ପାସୱାର୍ଡ଼ ଦେଇ ୱେବ୍ସାଇଟରୁ ନିଜର ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ଼ କରି ପାରିବେ ।
ସୂଚନାନୁସାରେ,OSSTET ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା I ରାଜ୍ୟର ୧୬୫ କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା I ମୋଟ ୪୭ ହଜାର ୭୮୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ I




