OSRTC ବସ ଓଲଟି ୧୦ ଆହତ

ଗୁଣୁପୁର : ଭାରସମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ୫୦ ଜଣ ଯାତ୍ରୀଙ୍କୁ ନେଇ ପୁରୀରୁ କୋଟପାଡ ଯାଉଥିବା ବେଳେ OSRTC ବସଟି ପଦ୍ମପୁର ଥାନା ଆଖୁସିଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ପ୍ରାୟ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଆଜି ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ […]

OSRTC ବସ ଓଲଟି ୧୦ ଆହତ
Samaya Live Picture
Published On

ଗୁଣୁପୁର : ଭାରସମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ୫୦ ଜଣ ଯାତ୍ରୀଙ୍କୁ ନେଇ ପୁରୀରୁ କୋଟପାଡ ଯାଉଥିବା ବେଳେ OSRTC ବସଟି ପଦ୍ମପୁର ଥାନା ଆଖୁସିଙ୍ଗ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ପ୍ରାୟ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଆଜି ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗାଡି ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

Tags: