ବୈକୁଣ୍ଠଧାମ ଉଛେଦ ଉପରେ ଲାଗିଲା ଅନ୍ତରୀଣ ଅଙ୍କୁଶ: କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

କଟକ:ବୈକୁଣ୍ଠଧାମ ସେବା ଟ୍ରଷ୍ଟ ପାଇଁ ସାମୟିକ ଆଶ୍ବସ୍ତି ଉଛେଦ କାର୍ଯ୍ୟ ଉପରେ ଲାଗିଲା ଅନ୍ତରୀଣ ଅଙ୍କୁଶ।ଡିସେମ୍ବର ୧୨ ଯାଏଁ ମିଳିଲା ଅନ୍ତରୀଣ ସୁରକ୍ଷା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।ଡିସେମ୍ବର ୧୨ରେ ହେବ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ବେଆଇନ ଭାବେ ସେବଶ୍ରମ ଗଢି ଉଠିଥିବା ନେଇ ହୋଇଛି ଅଭିଯୋଗ। ବେଆଇନ ନିର୍ମାଣ ଭାଙ୍ଗିବା ଲାଗି ପ୍ରସ୍ତୁତି କରିଥିଲା ବିଡିଏ। ସରକାରୀ ଜମିରେ […]

Samaya Live Picture
Published On

କଟକ:ବୈକୁଣ୍ଠଧାମ ସେବା ଟ୍ରଷ୍ଟ ପାଇଁ ସାମୟିକ ଆଶ୍ବସ୍ତି ଉଛେଦ କାର୍ଯ୍ୟ ଉପରେ ଲାଗିଲା ଅନ୍ତରୀଣ ଅଙ୍କୁଶ।ଡିସେମ୍ବର ୧୨ ଯାଏଁ ମିଳିଲା ଅନ୍ତରୀଣ ସୁରକ୍ଷା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।ଡିସେମ୍ବର ୧୨ରେ ହେବ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ବେଆଇନ ଭାବେ ସେବଶ୍ରମ ଗଢି ଉଠିଥିବା ନେଇ ହୋଇଛି ଅଭିଯୋଗ। ବେଆଇନ ନିର୍ମାଣ ଭାଙ୍ଗିବା ଲାଗି ପ୍ରସ୍ତୁତି କରିଥିଲା ବିଡିଏ। ସରକାରୀ ଜମିରେ ବେଆଇନ ଭାବରେ ନିର୍ମାଣ ହୋଇଛି ଆଶ୍ରମ। ଏନେଇ ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବୈକୁଣ୍ଠଧାମ ଆଶ୍ରମରେ ସାଧାରଣ ପ୍ରଶାସନର ଟିମ୍ ପହଞ୍ଚି ଖୋଳାତାଡ କରିଥିଲା। ସାଧାରଣ ପ୍ରଶାସନ ସହ ବିଡିଏର ୮ ଜଣିଆ ଟିମ୍‌ ବୈକୁଣ୍ଠଧାମ ଆଶ୍ରମର ଜାଗାକୁ ମାପଚୁପ୍ କରିଥିଲେ। ସରକାରୀ ଜମିରେ ବେଆଇନ ଭାବରେ ନିର୍ମାଣ ହୋଇଥବା ଜଣା ପଡିଥିଲା।

Tags: