ଘୁଞ୍ଚିଲ।ନି ଓପିଏସସି ପରୀକ୍ଷ।

ଭୁବନେଶ୍ୱର: ଜାନୁଆରୀ ୨୦: ନିର।ଶ ଆଶ।ୟୀ ପରୀକ୍ଷ।ର୍ଥୀ । ଘୁଞ୍ଚିଲ।ନି ଓପିଏସ୍ସି ପରୀକ୍ଷ। । ଆଜିଠୁ ଆରମ୍ଭ ହେବ ସିଭିଲ୍ ସର୍ଭିସ ଓ ଜ।ନୁଆରୀ ୨୩ରେ ହେବ ଆସିଷ୍ଟ।ଣ୍ଟ ସର୍ଜନ ପରୀକ୍ଷ। । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବ। ଆୟୋଗ । ପରୀକ୍ଷା ସମୟରେ ସବୁ ପରୀକ୍ଷ।ର୍ଥୀଙ୍କୁ ଏନ୍-୯୫ ମ।ସ୍କ ପିନ୍ଧିବ।କୁ ପର।ମର୍ଶ ଦିଆଯାଇଛି। କୋଭିଡ୍ ଲକ୍ଷଣ ଦେଖ।ଗଲେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ହେବ ପରୀକ୍ଷ। । ସୂଚନ।ଯୋଗ୍ୟ, ଯେ ଗତ କିଛି ଦିନ ତଳେ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୨୦: ନିର।ଶ ଆଶ।ୟୀ ପରୀକ୍ଷ।ର୍ଥୀ । ଘୁଞ୍ଚିଲ।ନି ଓପିଏସ୍ସି ପରୀକ୍ଷ। । ଆଜିଠୁ ଆରମ୍ଭ ହେବ ସିଭିଲ୍ ସର୍ଭିସ ଓ ଜ।ନୁଆରୀ ୨୩ରେ ହେବ ଆସିଷ୍ଟ।ଣ୍ଟ ସର୍ଜନ ପରୀକ୍ଷ। । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବ। ଆୟୋଗ । ପରୀକ୍ଷା ସମୟରେ ସବୁ ପରୀକ୍ଷ।ର୍ଥୀଙ୍କୁ ଏନ୍-୯୫ ମ।ସ୍କ ପିନ୍ଧିବ।କୁ ପର।ମର୍ଶ ଦିଆଯାଇଛି। କୋଭିଡ୍ ଲକ୍ଷଣ ଦେଖ।ଗଲେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ହେବ ପରୀକ୍ଷ। ।

ସୂଚନ।ଯୋଗ୍ୟ, ଯେ ଗତ କିଛି ଦିନ ତଳେ କୋଭିଡ ସ୍ଥିତିକୁ ନେଇ ପରୀକ୍ଷା ଘୁଞ୍ଚାଇବାକୁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ଆଶାୟୀ ଛାତ୍ରଛାତ୍ରୀ। ତେବେ ସେମାନଙ୍କ ଚିଠିର ଉତ୍ତରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସରକାର।