ଖୋଲିଲା ମାର୍କେଟ ବିଲଡିଂ
ଭୁବନେଶ୍ୱର : ଆଜି ଖୋଲିଲା ୟୁନିଟ -୨ ମାର୍କେଟ ବିଲଡିଂ । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଗତ ଜୁଲାଇ ୧୭ ତାରିଖରୁ ବନ୍ଦ ଥିବା ମାର୍କେଟ ବିଲଡିଂ ଆଜି ଖୋଲି ଥିଲେ ମଧ୍ୟ ମାର୍କେଟ ବିଲ୍ଡିଂ ଭିତରେ ଥିବା ଶୋ’ ରୁମ୍ ଗୁଡ଼ିକ ବନ୍ଦ ରହିଛି । ଏପର୍ଯ୍ୟନ୍ତ ବିଏମସି ପକ୍ଷରୁ ଏନେଇ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବା ନେଇ ସୂଚନା ମିଳିଛି। ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ –ବିଏମସି ମଧ୍ୟରେ ଆଲୋଚନା ଜାରି ରହିଛି। […]
ଭୁବନେଶ୍ୱର : ଆଜି ଖୋଲିଲା ୟୁନିଟ -୨ ମାର୍କେଟ ବିଲଡିଂ । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଗତ ଜୁଲାଇ ୧୭ ତାରିଖରୁ ବନ୍ଦ ଥିବା ମାର୍କେଟ ବିଲଡିଂ ଆଜି ଖୋଲି ଥିଲେ ମଧ୍ୟ ମାର୍କେଟ ବିଲ୍ଡିଂ ଭିତରେ ଥିବା ଶୋ’ ରୁମ୍ ଗୁଡ଼ିକ ବନ୍ଦ ରହିଛି ।
ଏପର୍ଯ୍ୟନ୍ତ ବିଏମସି ପକ୍ଷରୁ ଏନେଇ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବା ନେଇ ସୂଚନା ମିଳିଛି। ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ –ବିଏମସି ମଧ୍ୟରେ ଆଲୋଚନା ଜାରି ରହିଛି। କ’ଣ ପାଇଁ ସୋ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରି ନାହିଁ।
ସୂଚନାନୁସାରେ,ସ୍ଥାୟୀ,ଅସ୍ଥାୟୀ ଦୋକାନୀଙ୍କ ବିବାଦ ମଧ୍ୟରେ ଜୁଲାଇ ୧୭ ତାରିଖରୁ ବନ୍ଦ ରହିଛି ମାର୍କେଟ୍ ବିଲ୍ଡିଂ । ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା ।




