ଆମ ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

କଟକ: ବର୍ତ୍ତମାନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ‘ଆମ ବସ୍‌’ ପୁଣିଥରେ ଜଣଙ୍କ ଜୀବନ ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବାରଙ୍ଗ ତ୍ରିଶୁଳିଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ କିଛିବାଟ ଘୋଷାଡ଼ି ନେଇଥିଲା ‘ଆମ ବସ୍‌’। ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ତୀବ୍ରତା ପ୍ରକାଶ ପାଇଛି। ବସ୍‌ରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ।

ଆମ ବସ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
Samaya Live Picture
Published On

Tags: