ମୁକୁଳା ଡ୍ରେନରେ ପଡି ଜଣେ ମୃତ
ପୁରୀ : ପୁଣି ମୁକୁଳା ଡ୍ରେନ ନେଲା ଜୀବନ । ମୃତକ ହେଉଛନ୍ତି ବାବି ଚୌଧୁରୀ। ତାଙ୍କ ଘର ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ଗଜପତି ନଗର । ମୁକୁଳା ଡ୍ରେନରେ ସ୍ଲାବ୍ ପଡି ନ ଥିବାରୁ ଘଟିଛି ଏଭଳି ଅଘଟଣ।

Tags: