ତୃତୀୟ ଦିନରେ ବି ଗୃହ ଅଚଳ,୧୧.୩୦ ଯାଏଁ ମୁଲତବୀ

ଭୁବନେଶ୍ୱର : ଲଗାତାର ୩ ଦିନ ଧରି ଗୃହରେ ଜାରି ରହିଛି ହଟ୍ଟଗୋଳ I ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ I ପ୍ରଶ୍ନକାଳ ସମୟରେ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରିବା ସହିତ ବିଜେଡି ରାଜ୍ୟପାଳଙ୍କ ପୁଅ ମାଡ଼ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା I ଏହା ସହିତ କଂଗ୍ରେସ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଗୃହରେ ହୋହାଲ୍ଲା କରିଥିଲା I

Samaya Live Picture
Published On

Tags: