ଓଜେଇଇ-୨୦୨୨ ଅନଲାଇନରେ ଆବେଦନ ବିଜ୍ଞପ୍ତି
ଭୁବନେଶ୍ୱର: ମାର୍ଚ୍ଚ ୧୫: ଓଜେଇଇ-୨୦୨୨ ପାଇଁ ଅନଲାଇନରେ ଆବେଦନର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୧୩ ଯାଏଁ ଚାଲିବ। ଜୁନ୍ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ପରୀକ୍ଷା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ବି ଫାର୍ମ, ଏମସିଏ, ଏମବିଏ, ଏମଟେକ, ଏମ୍ ଫାର୍ମ, ବି ଟେକ୍, ବି ଫାର୍ମ ଆଦି ପାଠ୍ୟକ୍ରମରେ ନାମ ଲେଖାଇବାକୁ […]
ଭୁବନେଶ୍ୱର: ମାର୍ଚ୍ଚ ୧୫: ଓଜେଇଇ-୨୦୨୨ ପାଇଁ ଅନଲାଇନରେ ଆବେଦନର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୧୩ ଯାଏଁ ଚାଲିବ। ଜୁନ୍ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ପରୀକ୍ଷା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ବି ଫାର୍ମ, ଏମସିଏ, ଏମବିଏ, ଏମଟେକ, ଏମ୍ ଫାର୍ମ, ବି ଟେକ୍, ବି ଫାର୍ମ ଆଦି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଞ୍ଚଜ୍ଞee.nic.in ରୁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ।




