ବଢିଲା ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବାର ସମୟ ସୀମା

ଭୁବନେଶ୍ୱର:ରାଜ୍ୟର କୃଷକ ଭାଇ ଓ ଭଉଣୀ ମାନଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ବୀମାଭୁକ୍ତ ଚାଷୀ ମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବାର ସମୟ ସୀମାକୁ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ତିନି ଦିନ ଅର୍ଥାତ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ବାରା ଚାଷୀମାନେ ସଠିକ ଭାବରେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇପାରିବେ। ଓଡ଼ିଶାର ଚାଷୀ ମାନଙ୍କ ହିତ ପାଇଁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ […]

Samaya Live Picture
Published On

ଭୁବନେଶ୍ୱର:ରାଜ୍ୟର କୃଷକ ଭାଇ ଓ ଭଉଣୀ ମାନଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ବୀମାଭୁକ୍ତ ଚାଷୀ ମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବାର ସମୟ ସୀମାକୁ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ତିନି ଦିନ ଅର୍ଥାତ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ବାରା ଚାଷୀମାନେ ସଠିକ ଭାବରେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇପାରିବେ।

ଓଡ଼ିଶାର ଚାଷୀ ମାନଙ୍କ ହିତ ପାଇଁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Tags: