ଛାତଘର ପ୍ରତ୍ୟେକ ପରିବାରର ଆବଶ୍ୟକ‌ତା ଏବଂ ଅଧିକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:PMAY ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଯିବ। PMAY ଯୋଜନା ଲାଗି ବଜେଟ୍‌ରେ 4500 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଦୁର୍ବଳ ଜନଜାତି ଗୋଷ୍ଠୀ(PVTG)ର ଉନ୍ନତି ପାଇଁ 200 କୋଟି ଟଙ୍କା ଆବଣ୍ଟନ ଲାଗି ପ୍ରସ୍ତାବ କରାଯାଇଛି। ସେହିପରି ମତ୍ସ୍ୟ,ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି ଗୋମାତା ଯୋଜନା ପାଇଁ […]

ଛାତଘର ପ୍ରତ୍ୟେକ ପରିବାରର ଆବଶ୍ୟକ‌ତା ଏବଂ ଅଧିକାର: ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର:PMAY ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଯିବ। PMAY ଯୋଜନା ଲାଗି ବଜେଟ୍‌ରେ 4500 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଦୁର୍ବଳ ଜନଜାତି ଗୋଷ୍ଠୀ(PVTG)ର ଉନ୍ନତି ପାଇଁ 200 କୋଟି ଟଙ୍କା ଆବଣ୍ଟନ ଲାଗି ପ୍ରସ୍ତାବ କରାଯାଇଛି।

ସେହିପରି ମତ୍ସ୍ୟ,ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ
ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି
ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି।ଅନ୍ୟପଟେ
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।3 କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ଘରୋଇ ସୋଲାର ପ୍ରକଳ୍ପ ଲାଗି ମିଳିବ ସହାୟତା।3 କିଲୋୱାଟ ସୋଲାର ପ୍ରକଳ୍ପ ନିମନ୍ତେ ମିଳିବ 60 ହଜାର ଟଙ୍କାର ଅତିରିକ୍ତ ସହାୟତା।ଏହି ସହାୟତା ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ ଯୋଗାଯିବ।ଏଥିଲାଗି ଚଳିତ ଆର୍ଥିକ ବର୍ଷରେ 820 କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି।

Tags: