ବାହା ହେଲେ ଓଲିଉଡ଼ ନାୟିକା ଏଲିନା : ଅନୁରାଗଙ୍କ ହାତ ଧରିଲେ ଓଲିଉଡ଼ ଜଗତର ଚୁଲବୁଲି ନାୟିକା

ଭୁବନେଶ୍ୱର:ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ହାତକୁ ଦି ହାତ ହୋଇଛନ୍ତି।ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ ଜଗତରେ ଏଇ ଚୁଲବୁଲି ନାୟିକା। ପ୍ରେମିକ ଅନୁରାଗଙ୍କୁ ସାତ ଜନମର ସାଥୀ କରିଛନ୍ତି। ଲମ୍ବା ସମୟ ଧରି ଅନୁରାଗ ଓ ଏଲିନା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ଆଉ ଏ ପ୍ରେମ ଏଵେ ବିବାହରେ ପରିଣତ ହୋଇଛି।ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ଏଲିନାଙ୍କର ବିବାହ ହୋଇଥିବା ଜଣାପଡିଛି।ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟଙ୍କ ଉପସ୍ଥିତିରେ […]

Samaya Live Picture
Published On

ଭୁବନେଶ୍ୱର:ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ହାତକୁ ଦି ହାତ ହୋଇଛନ୍ତି।ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ ଜଗତରେ ଏଇ ଚୁଲବୁଲି ନାୟିକା। ପ୍ରେମିକ ଅନୁରାଗଙ୍କୁ ସାତ ଜନମର ସାଥୀ କରିଛନ୍ତି। ଲମ୍ବା ସମୟ ଧରି ଅନୁରାଗ ଓ ଏଲିନା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ଆଉ ଏ ପ୍ରେମ ଏଵେ ବିବାହରେ ପରିଣତ ହୋଇଛି।ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ଏଲିନାଙ୍କର ବିବାହ ହୋଇଥିବା ଜଣାପଡିଛି।ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି।

ଏଲିନା ହେଉଛନ୍ତି ଜଣେ ଆଗଧାଡିର ନାୟିକା। ଅନେକ ଫିଲ୍ମ ଜରିଆରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ୨୦୧୫ରେ ଓଡ଼ିଆ ସିନେମାରେ ଏଣ୍ଟ୍ରି ମାରିଥିଲେ। ପ୍ରଥମ ଚଳଚ୍ଚିତ୍ର’ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। ଏଵେ ସେ ଜଣେ ଆଗଧାଡିର ନାୟିକା ଭାବେ ପରିଚୟ ପାଇଛନ୍ତି।

Tags: