ଓଏଏସ ପ୍ରିଲିମି ସ୍ଥଗିତ
ଭୁବନେଶ୍ୱର : ବାତ୍ୟା ପାଇଁ ଓଏଏସ ପ୍ରିଲିମି ସ୍ଥଗିତ ରହିଲା । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଓଏଏସ ପ୍ରିଲିମି କୁ ୭ ଦିନ ପାଇଁ ସ୍ଥଗିତ ରଖାଯାଇଛି । ୭ ଦିନ ପରେ ନୂଆ ତାରିଖ ଘୋଷଣା ହେବ । ଏନେଇ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

Tags: