ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା
ଭୁବନେଶ୍ୱର:ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା। ଭୁବନେଶ୍ବର ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ମହାମେଳାରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି। ଆସନ୍ତା ମାଘ ସପ୍ତମୀରୁ ଖଣ୍ଡଗିରି ଯାତ୍ରା ମଇଦାନକୁ ଓହ୍ଲାଇବେ ୧୨ଟି ଯାତ୍ରା ପାର୍ଟି । ଯାତ୍ରା କମିଟି ସଦସ୍ୟ ଓ ପୋଲିସ ସହ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ବାହାର ଆଇଟମ ଡାନ୍ସରଙ୍କୁ ମନା ଖଣ୍ଡଗିରି ଯାତ୍ରାରେ। ଯାତ୍ରା […]
ଭୁବନେଶ୍ୱର:ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା। ଭୁବନେଶ୍ବର ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ମହାମେଳାରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି। ଆସନ୍ତା ମାଘ ସପ୍ତମୀରୁ ଖଣ୍ଡଗିରି ଯାତ୍ରା ମଇଦାନକୁ ଓହ୍ଲାଇବେ ୧୨ଟି ଯାତ୍ରା ପାର୍ଟି । ଯାତ୍ରା କମିଟି ସଦସ୍ୟ ଓ ପୋଲିସ ସହ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରିରେ ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ। ବାହାର ଆଇଟମ ଡାନ୍ସରଙ୍କୁ ମନା ଖଣ୍ଡଗିରି ଯାତ୍ରାରେ। ଯାତ୍ରା ପ୍ରଦର୍ଶନ ସମୟରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏଥର କଳାକାରଙ୍କ ଏହି କୁମ୍ଭ ମେଳାରେ ୧୩ଟି ଅପେରା ସେମାନଙ୍କ ନାଟକ ସୋ କରିବେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ କମିଟି ସହ ପୋଲିସ ସମନ୍ଵୟ ରଖିବ ।




