ପ୍ରମୋସନ ପାଇଁ ଆଉ ଧରାଧରି ଚଳିବ ନାହିଁ – ଦେଓରଞ୍ଜନ ସିଂ

ଭୁବନେଶ୍ୱର : ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ । ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହଙ୍କ କଡା ତାଗିଦ୍‍ । ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍‍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ । ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସରମାନଙ୍କ ଧାରଣା ଅଛି ଯେ ସେମାନେ ଭଲ […]

ପ୍ରମୋସନ ପାଇଁ ଆଉ ଧରାଧରି ଚଳିବ ନାହିଁ  – ଦେଓରଞ୍ଜନ ସିଂ
Samaya Live Picture
Published On

ଭୁବନେଶ୍ୱର : ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ । ଅଫିସରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହଙ୍କ କଡା ତାଗିଦ୍‍ । ଏଥର ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କ ସିସିଆର୍‍ ଲେଖା ଯିବ । ପ୍ରଦର୍ଶନକୁ ୧ରୁ ୫ଭିତରେ ରେଟିଂ କରାଯାଇଛି । ସେହି ଅନୁସାରେ ପ୍ରମୋସନ ମିଳିବ । ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ଅଫିସରମାନଙ୍କ ଧାରଣା ଅଛି ଯେ ସେମାନେ ଭଲ କାମ କରୁଛନ୍ତି ହେଲେ ଜନସାଧାରଣଙ୍କ ଫିଡବ୍ୟାକ୍‍ ବହୁତ ଖରାପ ରହିଛି । ଏଥିପାଇଁ ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ ଇ ପ୍ରଦର୍ଶନ ଆଧାରରେ ରାଜସ୍ବ ଅଧିକାରୀଙ୍କ ସିସିଆର ଲେଖାଯିବ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।

Tags: