ଏନ୍‌ଏଚ୍‌ ମରାମତି ଦାବିରେ ଏନ୍‌ଏଚ୍‌ ଅବରୋଧ

ଦିଗପହଣ୍ଡି : ଏନ୍‌ଏଚ୍‌ ମରାମତି ଦାବିରେ ଏନ୍‌ଏଚ୍‌ ଅବରୋଧ କଲେ ଗ୍ରାମବାସୀ । ରାସ୍ତା ମରାମତିରେ ବିଳମ୍ବ ଏବଂ ବାରମ୍ବାର ଦୁର୍ଘଟଣାକୁ ନେଇ ଆଜି ଆସିକା-ଦିଗପହଣ୍ଡି ରାସ୍ତା ପଳାସପୁର ଛକରେ ଏନ୍‌ଏଚ୍‌ ୩୨୬ ଅବରୋଧ ହୋଇଛି । ଫଳରେ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମୋଟର ଅଟକି ରହିଥିବାବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି।

ଏନ୍‌ଏଚ୍‌ ମରାମତି ଦାବିରେ ଏନ୍‌ଏଚ୍‌ ଅବରୋଧ
Samaya Live Picture
Published On

Tags: