ମାଟି ତଳୁ ନବଜାତ ଶିଶୁକନ୍ୟା ଉଦ୍ଧାର

ସୁବର୍ଣ୍ଣପୁର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା I ମାଟି ତଳୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ କନ୍ୟା I ଆଜି ଭୋର ସମୟରେ ସୁବର୍ଣ୍ଣପୁର ଜିଲ୍ଲା ତୁଲୁଣ୍ଡୁପାଲି ଗାଁର କେତେକ ଲୋକ ଏହା ଦେଖି ନବଜାତ ଶିଶୁକନ୍ୟାକୁ ମାଟି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ପରେ ଅଧିକ ଚିକିତ୍ସା ପାଇଁ ତାକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି I

Samaya Live Picture
Published On

Tags: