ବ୍ୟାପୁଛି ନୂଆ ଭାଇରସ ଗୁଲେନବାରି ସିଣ୍ଡ୍ରୋମ
ଭୁବନେଶ୍ଵର : ଦେଶରେ ସ୍ଥିତି ସଙ୍ଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ । ଯାହାର ନାମ ରହିଛି ଗୁଲେନବାରି ସିଣ୍ଡ୍ରୋମ । ଏହା ଏକ ଜଳବାହିତ ରୋଗ। ଏହି ରୋଗ ହେଲେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ ରୋଗରେ ଶିକାର ହେଉଛନ୍ତି ମହାରାଷ୍ଟ୍ର ଏବଂ ଗୁଜୁରାଟରେ ପରେ ଏବେ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡିଶାକୁ ବ୍ୟାପି ନଥିଲେ ମଧ୍ୟ ଭୟ ରହିଛି । ହେଲେ ଏଯାଏଁ କେନ୍ଦ୍ର […]
ଭୁବନେଶ୍ଵର : ଦେଶରେ ସ୍ଥିତି ସଙ୍ଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ । ଯାହାର ନାମ ରହିଛି ଗୁଲେନବାରି ସିଣ୍ଡ୍ରୋମ । ଏହା ଏକ ଜଳବାହିତ ରୋଗ। ଏହି ରୋଗ ହେଲେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ ରୋଗରେ ଶିକାର ହେଉଛନ୍ତି ମହାରାଷ୍ଟ୍ର ଏବଂ ଗୁଜୁରାଟରେ ପରେ ଏବେ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡିଶାକୁ ବ୍ୟାପି ନଥିଲେ ମଧ୍ୟ ଭୟ ରହିଛି । ହେଲେ ଏଯାଏଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇନାହାନ୍ତି । ଆସିଲେ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।




