୨ ତାରିଖରେ ଓଡିଶା ଆସିବେ ନୂଆ ରାଜ୍ୟପାଳ
ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି । ଅପରାହ୍ନ ୨ଟାରେ ଭୁବନେଶ୍ୱର ସ୍ଥିତ ରାଜଭବନ ପହଞ୍ଚିବେ। ଓଡିଶା ପହଞ୍ଚିବା ପରେ ପ୍ରଥମେ ପୁରୀ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିବେ । ୩ ତାରିଖରେ ନୂଆ ରାଜ୍ୟପାଳଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହି ଶପଥ ଗ୍ରହଣ ସମାରୋହ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରଶାସନିକ […]
ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି । ଅପରାହ୍ନ ୨ଟାରେ ଭୁବନେଶ୍ୱର ସ୍ଥିତ ରାଜଭବନ ପହଞ୍ଚିବେ। ଓଡିଶା ପହଞ୍ଚିବା ପରେ ପ୍ରଥମେ ପୁରୀ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିବେ । ୩ ତାରିଖରେ ନୂଆ ରାଜ୍ୟପାଳଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏହି ଶପଥ ଗ୍ରହଣ ସମାରୋହ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ୍ ହେବେ ।




