ଶ୍ରୀମନ୍ଦିରର ୫୦ଟି ଜାଗାରେ ଲାଗିବ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ

ପୁରୀ:ଶ୍ରୀମନ୍ଦିରର ୫୦ଟି ଜାଗାରେ ଲାଗିବ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ। ଏ ନେଇ ନିଷ୍ପତ୍ତି ନେଇଛି ଶ୍ରୀ ମନ୍ଦିର ପ୍ରଶାସନ।ଖରା ଦିନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଭିତରେ ଆରଓ ପ୍ଲାଣ୍ଟ ସ୍ଥାପନ କରାଯାଇ ପାଣିର ସୁବିଧା କରାଯିବ। ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସଦ୍ଧାର୍ଥ ଶଙ୍କର ସ୍ବାଇଁ। ରତ୍ନଭଣ୍ଡାର ମରାମତି ନେଇ ASIକୁ ଅଧିକ ସମୟ ପ୍ରଦାନ ଉପରେ ଆଲୋଚନା ହୋଇଛି।ଦିନକୁ ୫ରୁ ୬ ଘଣ୍ଟା ପ୍ରଦାନ ନେଇ ସେବାୟତଙ୍କ […]

Samaya Live Picture
Published On

ପୁରୀ:ଶ୍ରୀମନ୍ଦିରର ୫୦ଟି ଜାଗାରେ ଲାଗିବ ପାନୀୟ ଜଳ ଷ୍ଟାଣ୍ଡ ପୋଷ୍ଟ। ଏ ନେଇ ନିଷ୍ପତ୍ତି ନେଇଛି ଶ୍ରୀ ମନ୍ଦିର ପ୍ରଶାସନ।ଖରା ଦିନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଭିତରେ ଆରଓ ପ୍ଲାଣ୍ଟ ସ୍ଥାପନ କରାଯାଇ ପାଣିର ସୁବିଧା କରାଯିବ। ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସଦ୍ଧାର୍ଥ ଶଙ୍କର ସ୍ବାଇଁ। ରତ୍ନଭଣ୍ଡାର ମରାମତି ନେଇ ASIକୁ ଅଧିକ ସମୟ ପ୍ରଦାନ ଉପରେ ଆଲୋଚନା ହୋଇଛି।ଦିନକୁ ୫ରୁ ୬ ଘଣ୍ଟା ପ୍ରଦାନ ନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି।

Tags: