ନୂଆପଡାରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ

ଭୁବନେଶ୍ୱର : ନୂଆପଡାରେ ବିଜେଡି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ଯାଞ୍ଚ କରିଥିଲେ ନିର୍ବାଚନ କମିଶନ । ସୋମବାର ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଆଦର୍ଶ ଆଚରଣ ବିଧି ଅନୁସାରେ ବିମାନ ଅନୁଧ୍ୟାନ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଉପନିର୍ବାଚନ ଚାଲିଥିବାରୁ ଯାଞ୍ଚ […]

ନୂଆପଡାରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ
Samaya Live Picture
Published On

ଭୁବନେଶ୍ୱର : ନୂଆପଡାରେ ବିଜେଡି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ଯାଞ୍ଚ କରିଥିଲେ ନିର୍ବାଚନ କମିଶନ । ସୋମବାର ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଆଦର୍ଶ ଆଚରଣ ବିଧି ଅନୁସାରେ ବିମାନ ଅନୁଧ୍ୟାନ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଉପନିର୍ବାଚନ ଚାଲିଥିବାରୁ ଯାଞ୍ଚ କରାଯାଇଛି । ଫ୍ଲାଇ ସ୍କ୍ୱାର୍ଡ ଟିମର ୪ଜଣ ଓ ଭିଡ଼ିଓ ସର୍ଭେଲାନ୍ସ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି ।

Tags: