ଜନ୍ମଦିନରେ ମିଠା ବାଣ୍ଟି ପଦଯାତ୍ରା ଆରମ୍ଭ କରିବେ ନବୀନ

ଭୁବନେଶ୍ୱର : ନୂଆପଡା ନିର୍ବାଚନ ପୂର୍ବରୁ ବିଜେଡିର ପଦଯାତ୍ରା । ନିଜ ଜନ୍ମଦିନରୁ ପଦଯାତ୍ରା ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅକ୍ଟୋବର ୧୬ ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ । ଭୁବନେଶ୍ବର ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ ସେ । ଏସ୍ଓଏସ୍ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ । ଏହାସହ କର୍ମୀ ଶୁଭେଚ୍ଛା ଜଣାଇବେ ବୋଲି ସେ କହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା […]

ଜନ୍ମଦିନରେ ମିଠା ବାଣ୍ଟି ପଦଯାତ୍ରା ଆରମ୍ଭ କରିବେ ନବୀନ
Samaya Live Picture
Published On

ଭୁବନେଶ୍ୱର : ନୂଆପଡା ନିର୍ବାଚନ ପୂର୍ବରୁ ବିଜେଡିର ପଦଯାତ୍ରା । ନିଜ ଜନ୍ମଦିନରୁ ପଦଯାତ୍ରା ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅକ୍ଟୋବର ୧୬ ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ । ଭୁବନେଶ୍ବର ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ ସେ । ଏସ୍ଓଏସ୍ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ । ଏହାସହ କର୍ମୀ ଶୁଭେଚ୍ଛା ଜଣାଇବେ ବୋଲି ସେ କହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା ।

ନବୀନ ପଟ୍ଟନାୟକ ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ । ସେହିଦିନ ଏସ୍ଓଏସ୍ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ଏବଂ କର୍ମୀମାନେ ଶୁଭେଚ୍ଛା ଜଣାଇବେ । ଏହି ଅବସରରେ ଦଳର କର୍ମୀ ମାନେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି।

Tags: