ଫୁଲ ପାଇଁ ହତ୍ୟାକାଣ୍ଡ

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ପ୍ରତିଦିନ ଲୁଟ୍ ପ୍ରତି ଦିନ ହତ୍ୟା, ଚୋରି ଭଳି ଜଘନ୍ୟ ଘଟଣା ସାମନାକୁ ଆସୁଛି । ସେହିଭଳି ଫୁଲ ତୋଳିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଭୁବନେଶ୍ୱର ଉପକଣ୍ଠ ଏୟାରଫିଲଡ ଥାନା ଗିରିବନ୍ଧ ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ I ହତ୍ୟାକାଣ୍ଡର ଶିକାର ଯୁବକଙ୍କ ନାଁ ବାଉରୀବନ୍ଧୁ ବେହେରା ବାଉରିବନ୍ଧୁ ବେହେରା । ରାସ୍ତା ଉପରେ ପଡିଛି ବାଉରିଙ୍କ ମୃତଦେହ । ତେବେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ପ୍ରତିଦିନ ଲୁଟ୍ ପ୍ରତି ଦିନ ହତ୍ୟା, ଚୋରି ଭଳି ଜଘନ୍ୟ ଘଟଣା ସାମନାକୁ ଆସୁଛି । ସେହିଭଳି ଫୁଲ ତୋଳିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଭୁବନେଶ୍ୱର ଉପକଣ୍ଠ ଏୟାରଫିଲଡ ଥାନା ଗିରିବନ୍ଧ ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ I ହତ୍ୟାକାଣ୍ଡର ଶିକାର ଯୁବକଙ୍କ ନାଁ ବାଉରୀବନ୍ଧୁ ବେହେରା ବାଉରିବନ୍ଧୁ ବେହେରା । ରାସ୍ତା ଉପରେ ପଡିଛି ବାଉରିଙ୍କ ମୃତଦେହ । ତେବେ ବର୍ତ୍ତମାନ ଯାଏଁ କିଏ ହତ୍ୟା କରିଛି । ସେନେଇ କାରଣ ଅସ୍ପଷ୍ଟ ରହିଛି ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ସଠିକ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

Tags: