କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ । ଦରମା ମିଳିବାରେ ବିଳମ୍ବ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମାଡ ମାରୁଥିବା ନେଇ ଅଭିଯୋଗ କରିଛନ୍ତି ହାଉସକିପିଂ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ । କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଗତକାଲି ଠାରୁ ମେଡ଼ିକାଲ ସଫେଇ କାମ ବନ୍ଦ ରଖିଛନ୍ତି ସଫେଇ କର୍ମଚାରୀ । ସଫେଇ ହୋଇ ନପାରିବାରୁ ହସ୍ପିଟାଲ ପରିସରେ ସମସ୍ୟା ଉପୁଜିଛି I

Samaya Live Picture
Published On

Tags: