୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’

ଝାରସୁଗୁଡା : ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ମା’। ଝାରସୁଗୁଡା ଟାଉନ ଥାନା ସ୍ଥିତ ଗୁଆଲାପଡା ଭଡା ଘର ଛାତରୁ ୨ ଝିଅଙ୍କୁ ଧରି ଡେଇଁ ପଡିଥିଲା ମା’ । ଫଳରେ ମା’ ଓ ୨ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମା’ ଦୁଇ ଝିଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କ’ଣ […]

Samaya Live Picture
Published On

ଝାରସୁଗୁଡା : ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ମା’। ଝାରସୁଗୁଡା ଟାଉନ ଥାନା ସ୍ଥିତ ଗୁଆଲାପଡା ଭଡା ଘର ଛାତରୁ ୨ ଝିଅଙ୍କୁ ଧରି ଡେଇଁ ପଡିଥିଲା ମା’ । ଫଳରେ ମା’ ଓ ୨ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମା’ ଦୁଇ ଝିଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କ’ଣ ପାଇଁ ମା’୨ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Tags: