ସମ୍ବଲପୁରରେ ଆଜିଠାରୁ ଵିନା ଲଞ୍ଚ ବ୍ରେକରେ ସକାଳୁଆ ଅଫିସ
ସମ୍ବଲପୁର : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ନା କାଳବୈଶାଖୀ ବର୍ଷା ନା ଲଘୁଚାପ । ଧୁ ଧୁ ଖରାରେ ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ ଆରମ୍ଭ ହୋଇଛି। ଆଜି ଥରୁ ଜୁନ ୧୫ ଯାଏଁ ସକାଳୁ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ହେବ। ଏହି ସମୟ ମଧ୍ୟରେ କୌଣସି ଲଞ୍ଚ ବ୍ରେକ୍ ରହିବ […]
ସମ୍ବଲପୁର : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ନା କାଳବୈଶାଖୀ ବର୍ଷା ନା ଲଘୁଚାପ । ଧୁ ଧୁ ଖରାରେ ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ ଆରମ୍ଭ ହୋଇଛି। ଆଜି ଥରୁ ଜୁନ ୧୫ ଯାଏଁ ସକାଳୁ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ହେବ। ଏହି ସମୟ ମଧ୍ୟରେ କୌଣସି ଲଞ୍ଚ ବ୍ରେକ୍ ରହିବ ନାହିଁ । ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ମୁଣ୍ଡଫଟା ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।




