ଘରୋଇ ମେଡିକାଲରେ ଅଧିକ ସି-ସେକ୍ସନ ଡେଲିଭରି

ଭୁବନେଶ୍ୱର : ସି- ସେକ୍ସନକୁ ନେଇ ବିଧାନସଭାରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରସବ ପାଇଁ ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ମେଡିକାଲରେ ଚାଲିଛି ଅଧିକ ସି- ସେକ୍ସନ । ଏନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନାନୁସାରେ,୨୦୨୨-୨୩ରେ ୧ ଲକ୍ଷ ୨୯ ହଜାର ୮୮ଟି ଡେଲିଭରି ରହିଛି । ସେଥିରୁ ୯୯, ୯୯୮ ଅପରେସନ ମାଧ୍ୟମରେ ଡେଲିଭରି ହୋଇଛି । ୭୭.୪୬% ଅସ୍ତ୍ରୋପଚାର ଡେଲିଭରି କରାଯାଇଛି […]

Samaya Live Picture
Published On

ଭୁବନେଶ୍ୱର : ସି- ସେକ୍ସନକୁ ନେଇ ବିଧାନସଭାରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରସବ ପାଇଁ ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ମେଡିକାଲରେ ଚାଲିଛି ଅଧିକ ସି- ସେକ୍ସନ । ଏନେଇ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।

ମନ୍ତ୍ରୀଙ୍କ ସୂଚନାନୁସାରେ,୨୦୨୨-୨୩ରେ ୧ ଲକ୍ଷ ୨୯ ହଜାର ୮୮ଟି ଡେଲିଭରି ରହିଛି । ସେଥିରୁ ୯୯, ୯୯୮ ଅପରେସନ ମାଧ୍ୟମରେ ଡେଲିଭରି ହୋଇଛି । ୭୭.୪୬% ଅସ୍ତ୍ରୋପଚାର ଡେଲିଭରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୩-୨୪ରେ ୧,୧୩,୫୯୮ ଅସ୍ତ୍ରୋପଚାର ହୋଇଛି । ସରକାରୀ ମେଡିକାଲରେ ୩୩.୦୮ % ସି- ସେକ୍ସନ ରହିଛି ।

 

Tags: