୩୦ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ହେବ ମକ ଡ୍ରିଲ
ଭୁବନେଶ୍ୱର : ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ୩୦ ତାରିଖରେ ବିମାନବନ୍ଦରରେ ହେବ ମକ ଡ୍ରିଲ । ଏନେଇ ନିର୍ଦେଶ ଦେଇଛି DGCA । ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ । ଅହମ୍ମଦାବାଦ ପ୍ଲେନ କ୍ରାସ ପରେ […]
ଭୁବନେଶ୍ୱର : ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ୩୦ ତାରିଖରେ ବିମାନବନ୍ଦରରେ ହେବ ମକ ଡ୍ରିଲ । ଏନେଇ ନିର୍ଦେଶ ଦେଇଛି DGCA । ଫୁଲସ୍କେଲ ରିହର୍ସାଲ ସମୟରେ ପୋଲିସ, ମେଡିକାଲ ଟିମ ଓ ଅଗ୍ନିଶମବାହିନୀ ଉପସ୍ଥିତ ରହିବେ । ବେଆଇନ କୋଠା ଉଚ୍ଛେଦ ଓ ଗଛ କାଟିବାକୁ ବିଏମସିକୁ କୁହାଯିବ । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।
ଅହମ୍ମଦାବାଦ ପ୍ଲେନ କ୍ରାସ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସିକ୍ୟୁରିଟି ପ୍ରୋଗ୍ରାମ କରାଯିବ । ବିମାନ ବନ୍ଦର ଆଖପାଖରେ ସର୍ଭେ କରାଯାଇଛି । ବିମାନ ବନ୍ଦର ନିକଟରେ ଥିବା ବଡ଼ ବଡ଼ ଗଛ ଏବଂ କୋଠା ଘର ଯୋଗୁଁ ବିମାନ ଟେକ ଅଫ ଏବଂ ଲ୍ୟ।ଣ୍ଡିଂରେ ରହିଛି ପ୍ରତିବନ୍ଧକ । ବିଏମସି ଏବଂ ବିଡିଏ ଏନେଇ ପଦକ୍ଷେପ ନେବେ ।




