ମତଦାନ କେନ୍ଦ୍ରକୁ ମୋବାଇଲ ମନା
ଭୁବନେଶ୍ୱର : ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ I ସକାଳୁ ସକାଳୁ ସବୁ ବୁଥ୍ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ବୁଥ୍ ଭିତରକୁ ମୋବାଇଲ,ସ୍ମାର୍ଟୱାଚ ନ ନେବାକୁ ଭୋଟର ଓ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅପିଲ କରିଛନ୍ତି । ଏପରିକି ମୋବାଇଲ ଫୋନ ସୁଇଚ ଅଫ କରି ମଧ୍ୟ ଭୋଟ ଦାନ କେନ୍ଦ୍ରକୁ ନେଇପାରିବେ ନାହିଁ ବୋଲି କହିଛନ୍ତି I ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ […]
ଭୁବନେଶ୍ୱର : ଆଜି ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ I ସକାଳୁ ସକାଳୁ ସବୁ ବୁଥ୍ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ବୁଥ୍ ଭିତରକୁ ମୋବାଇଲ,ସ୍ମାର୍ଟୱାଚ ନ ନେବାକୁ ଭୋଟର ଓ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅପିଲ କରିଛନ୍ତି । ଏପରିକି ମୋବାଇଲ ଫୋନ ସୁଇଚ ଅଫ କରି ମଧ୍ୟ ଭୋଟ ଦାନ କେନ୍ଦ୍ରକୁ ନେଇପାରିବେ ନାହିଁ ବୋଲି କହିଛନ୍ତି I ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜେ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିଲେ ।




