ମୋ ବସ ଧକ୍କାରେ ଅଟୋ ଚୁରମାର
ଭୁବନେଶ୍ୱର : ଅଟୋକୁ ଧକ୍କା ଦେଲା ମୋ ବସ I ଆଜି ସକାଳେ ରାଜମହଲ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୋ ବସ ଡ୍ରାଇଭରକୁ ପଚରାଉଚରା କରୁଛି। ସୂଚନାନୁସାରେ,ଗତ ଫେବୃଆରୀ ୪ ତାରିଖରେ ମଧ୍ୟ ଭୁବନେଶ୍ୱରରେ ମୋ ବସ୍ ଦୁର୍ଘଟଣା ଘଟିଥିଲା । ରାଜଧାନୀର ଶିଖରଚଣ୍ଡୀ […]
ଭୁବନେଶ୍ୱର : ଅଟୋକୁ ଧକ୍କା ଦେଲା ମୋ ବସ I ଆଜି ସକାଳେ ରାଜମହଲ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୋ ବସ ଡ୍ରାଇଭରକୁ ପଚରାଉଚରା କରୁଛି।
ସୂଚନାନୁସାରେ,ଗତ ଫେବୃଆରୀ ୪ ତାରିଖରେ ମଧ୍ୟ ଭୁବନେଶ୍ୱରରେ ମୋ ବସ୍ ଦୁର୍ଘଟଣା ଘଟିଥିଲା । ରାଜଧାନୀର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍’ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ।
Tags:




