ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ,୨୦ ଆହତ

ଭୁବନେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼ ନଳକୁ ଖସିଲା ମୋ ବସ I ଏଥିରେ ୨୦ ଜଣ ଆହତ ହୋଇଛନ୍ତି I ବସଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବାବେଳେ ପିତାପଲ୍ଲୀ ଛକରେ ଏହି ଦୁର୍ଘଟଣା ଘଟିଛି I ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Samaya Live Picture
Published On

Tags: