ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର

ଦେବଗଡ : ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ଦେବଗଡର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅର୍ନ୍ତଗତ ତୁଙ୍ଗାମାଳ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଜଙ୍ଗଲ ଭିତରେ ପତ୍ର ଗଦା ତଳେ ନାବାଳକଙ୍କ ମୃତଦେହ ଘୋଡାଇ ରଖିଥିଲେ ଦୁର୍ବୁତ୍ତ । ମୃତକ ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭) ବୋଲି ଜଣାପଡିଛି । ସେ ଗତ ୨୪ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ପୁଅକୁ ଅନେକ ଖୋଜାଖୋଜି […]

ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର
Samaya Live Picture
Published On

ଦେବଗଡ : ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ଦେବଗଡର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅର୍ନ୍ତଗତ ତୁଙ୍ଗାମାଳ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଜଙ୍ଗଲ ଭିତରେ ପତ୍ର ଗଦା ତଳେ ନାବାଳକଙ୍କ ମୃତଦେହ ଘୋଡାଇ ରଖିଥିଲେ ଦୁର୍ବୁତ୍ତ । ମୃତକ ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭) ବୋଲି ଜଣାପଡିଛି । ସେ ଗତ ୨୪ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ପୁଅକୁ ଅନେକ ଖୋଜାଖୋଜି କରି ପାଇନଥିଲେ । ଆଜି ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Tags: