ନାବାଳିକାଙ୍କୁ ଗଣଦୁଷ୍କର୍ମ,୪ ଗିରଫ

ସମ୍ବଲପୁର: ବରଗଡ଼ ନାବାଳିକା ପୋଡି ଘଟଣା ପରେ ସମ୍ବଲପୁରରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଂଚଳରେ ଏହି ଘଟଣା ଘଟିଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ନାବାଳିକାଙ୍କୁ ଗଣଦୁଷ୍କର୍ମ,୪ ଗିରଫ
Samaya Live Picture
Published On

Tags: