ମେଡିକାଲ ସିଟ ବିକ୍ରି : ୨ ଦଲାଲ ଗିରଫ

ଭୁବନେଶ୍ୱର : ମେଡିକାଲ ସିଟ ବିକ୍ରି ଘଟଣାରେ ଗିରଫ ହୋଇଛନ୍ତି ୨ ଜଣ ଦଲାଲ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ଥିବା ଏକ ବାରରୁ ଏହି ୨ ଜଣଙ୍କୁ ଗିରଫ କରାଯାଇଛି । ଏହି ୨ ଦଲାଲ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ ବିକ୍ରି କରୁଥିଲେ । ଏକାଧିକ ଘରୋଇ ମେଡିକାଲ କଲେଜ ସହ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ଆଜି ବାର ରେ ଡ଼ିଲ ବେଳେ ପୂର୍ବରୁ ସୂଚନା ପାଇଁ ଏମାନଙ୍କୁ ଧରିଛି […]

ମେଡିକାଲ ସିଟ ବିକ୍ରି : ୨ ଦଲାଲ ଗିରଫ
Samaya Live Picture
Published On

ଭୁବନେଶ୍ୱର : ମେଡିକାଲ ସିଟ ବିକ୍ରି ଘଟଣାରେ ଗିରଫ ହୋଇଛନ୍ତି ୨ ଜଣ ଦଲାଲ । ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ଥିବା ଏକ ବାରରୁ ଏହି ୨ ଜଣଙ୍କୁ ଗିରଫ କରାଯାଇଛି । ଏହି ୨ ଦଲାଲ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ ବିକ୍ରି କରୁଥିଲେ । ଏକାଧିକ ଘରୋଇ ମେଡିକାଲ କଲେଜ ସହ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି । ଆଜି ବାର ରେ ଡ଼ିଲ ବେଳେ ପୂର୍ବରୁ ସୂଚନା ପାଇଁ ଏମାନଙ୍କୁ ଧରିଛି କମିଶନରେଟ ପୋଲିସ । ତେବେ ଏହି ଗ୍ୟାଙ୍ଗରେ ଅନ୍ୟ କେତେଜଣଙ୍କର ସମ୍ପୃକ୍ତି ରହିଛି ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Tags: