ଶାନ୍ତି ଶୃଙ୍ଖଳାରେ ସରିଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆଜି ସରିଲା ମାଟ୍ରିକ ପରୀକ୍ଷା I ଆଜି ଶେଷ ଦିନରେ ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା I ଫେବୃଆରୀ ୨୦ ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ସରିଛି I ଶାନ୍ତି ଶୁଙ୍ଖଳାର ସହ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ I ରାଜ୍ୟରେ ମୋଟ ୩୦୪୭ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୨ହଜାର ୪୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେଇଥିଲେ I ଚଳିତ ବର୍ଷ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ସିସିଟିଭି କ୍ୟାମେରା ସହିତ ଏ.ଆଇ.ବ୍ୟବହାର […]

Samaya Live Picture
Published On

ଭୁବନେଶ୍ୱର: ଆଜି ସରିଲା ମାଟ୍ରିକ ପରୀକ୍ଷା I ଆଜି ଶେଷ ଦିନରେ ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା I ଫେବୃଆରୀ ୨୦ ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ସରିଛି I ଶାନ୍ତି ଶୁଙ୍ଖଳାର ସହ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ I ରାଜ୍ୟରେ ମୋଟ ୩୦୪୭ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୨ହଜାର ୪୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେଇଥିଲେ I ଚଳିତ ବର୍ଷ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ସିସିଟିଭି କ୍ୟାମେରା ସହିତ ଏ.ଆଇ.ବ୍ୟବହାର କରାଯାଇଥିଲା I

Tags: