ଉତ୍କଳ ବିଲଡର୍ସରେ ବଡ଼ ଧରଣର ଆୟକର ଚଢ଼ାଉ

ଭୁବନେଶ୍ୱର : ଠକେଇ ଅଭିଯୋଗରେ ଭୁବନେଶ୍ବର ଉତ୍କଳ ବିଲ୍ଡର୍ସରେ ବଡ଼ ଧରଣର ଆୟକର ଚଢ଼ାଉ। ମହର୍ଷି କଲେଜ ରୋଡ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ । ଶହେରୁ ଅଧିକ ଅଧିକାରୀ ଆସି ୨୦ଟି ଟିମରେ ଓଡ଼ିଶାର ୧୧ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଏହାସହ କଲକତାରେ ମଧ୍ୟ ଚଢ଼ାଉ ଜକରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

ଉତ୍କଳ ବିଲଡର୍ସରେ ବଡ଼ ଧରଣର ଆୟକର ଚଢ଼ାଉ
Samaya Live Picture
Published On

Tags: