ଗଞ୍ଜେଇ ଚୋରା ଚାଲାଣ, ୩ IRB ଯବାନ ଗିରଫ

ବୌଦ୍ଧ : ଗଞ୍ଜେଇ ବେପାର ସମ୍ପୃକ୍ତିରେ ୩ IRB ଯବାନ ଗିରଫ । ଯବାନ ମାନଙ୍କ ନିକଟରୁ ୫ କେଜି କରି ୧୫ କେଜି ଗଞ୍ଜେଇ ଜବତ ହୋଇଛି । ମନମୁଣ୍ଡା ପୋଲିସ ବ୍ୟାରେକ୍‌ରେ ଚଢାଉ କରି ଗଞ୍ଜେଇ ଜବତ ପରେ ୩ଜଣ ଜବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାହୁଲ ଗୋଏଙ୍କା ।

Samaya Live Picture
Published On

Tags: