ଢେଙ୍କାନାଳ ପାହାଡ଼ ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ

କୋରାପୁଟ : ମାଓ ପ୍ରବଣ ଅଂଚଳ ଗୁଡିକରେ ସୁରକ୍ଷାବାହିନୀର ଜୋରଦାର କୁମ୍ବିଂ ଅପରେସନ ଛତ୍ରଭଙ୍ଗ ଦେଉଛନ୍ତି ଲାଲ ବାହିନୀ । ଛତିଶଗଡ ପରେ ଏବେ ଢେଙ୍କାନାଳ କଙ୍କଡ଼ାହାଡ଼ ପାହାଡ ଓ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଗ୍ରାମବାସୀ କହିଛନ୍ତି । କେନ୍ଦୁଝର ଓ ଯାଜପୁର ସୀମାନ୍ତ ଗ୍ରାମ ଏକୁଲ ଓ ସେକୁଲ ଗ୍ରାମ ରେ କିଛି ମାଓବାଦୀ ଲୁଚି ରହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତ […]

ଢେଙ୍କାନାଳ ପାହାଡ଼ ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ
Samaya Live Picture
Published On

କୋରାପୁଟ : ମାଓ ପ୍ରବଣ ଅଂଚଳ ଗୁଡିକରେ ସୁରକ୍ଷାବାହିନୀର ଜୋରଦାର କୁମ୍ବିଂ ଅପରେସନ ଛତ୍ରଭଙ୍ଗ ଦେଉଛନ୍ତି ଲାଲ ବାହିନୀ । ଛତିଶଗଡ ପରେ ଏବେ ଢେଙ୍କାନାଳ କଙ୍କଡ଼ାହାଡ଼ ପାହାଡ ଓ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଗ୍ରାମବାସୀ କହିଛନ୍ତି । କେନ୍ଦୁଝର ଓ ଯାଜପୁର ସୀମାନ୍ତ ଗ୍ରାମ ଏକୁଲ ଓ ସେକୁଲ ଗ୍ରାମ ରେ କିଛି ମାଓବାଦୀ ଲୁଚି ରହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ବ୍ଲକ କାଳିଆହତା ପଞ୍ଚାୟତ ସାରେଇ ଜଙ୍ଗଲ ରେ ରହିଛି ମାଓବାଦୀଙ୍କ ପୁରୁଣା ଆଡ୍ଡା । ଦୁଇ ଦିନ ପୂର୍ବରୁ ଗୋଟିଏ ଫରେଷ୍ଟ ବିଟ ହାଉସକୁ ମାଓବାଦୀ ମାନେ ଭାଙ୍ଗି ଦେଇ ଥିବା ପୋଲିସ ସନ୍ଦେହ କରିଛି ।

Tags: