ବଡ଼ ଦାଣ୍ଡରେ ରହିବ ନାହିଁ ମଦ ଦୋକାନ – ମନ୍ତ୍ରୀ

ପୁରୀ : ବଡ଼ ଦାଣ୍ଡରୁ ଉଚ୍ଛେଦ ହେବ ମଦ ଦୋକାନ । ଶ୍ରୀମନ୍ଦିର ବେଢ଼ାରୁ ୧ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ଗଳି ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ମନ୍ତ୍ରୀ କହିଛନ୍ତି ଯେ ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି […]

ବଡ଼ ଦାଣ୍ଡରେ ରହିବ ନାହିଁ ମଦ ଦୋକାନ – ମନ୍ତ୍ରୀ
Samaya Live Picture
Published On

ପୁରୀ : ବଡ଼ ଦାଣ୍ଡରୁ ଉଚ୍ଛେଦ ହେବ ମଦ ଦୋକାନ । ଶ୍ରୀମନ୍ଦିର ବେଢ଼ାରୁ ୧ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ଗଳି ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ମନ୍ତ୍ରୀ କହିଛନ୍ତି ଯେ ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ କଡାକଡି କାର୍ଯ୍ୟକାରୀ କରାଯିବ ।

Tags: