ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ। ବିଦେଶିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କୁନ୍ଦନ ମହାପାତ୍ର । ମନ୍ଦିରର ଉତ୍ତର ଦ୍ବାରା ବାହାରେ ସେବାୟତ ଜଣକ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ। ଏ ନେଇ ବିଦେଶିନୀ ଜଣକ ଲିଙ୍ଗରାଜ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪,୩୫୪ (ଏ) ଲଗାଇ ପୁଲିସ ଗିରଫ କରିଛି।

Samaya Live Picture
Published On

Tags: