ସ୍କୁଲରେ ବଜ୍ରପାତ : ୧୦ ଆହତ
ଭଞ୍ଜନଗର : ସ୍କୁଲରେ ବଜ୍ରପାତ I ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି I ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଥିବା ଗ୍ୟାଲେରୀ ସରକାରୀ ବିଦ୍ୟାଳୟରେ ଘଟିଛି I ବଜ୍ରପାତରେ ୬ଷ୍ଠ ଏବଂ ୭ମ ଶ୍ରେଣୀର ୧୦ ଜଣ ଅଚେତ ହୋଇଯାଇଥିଲେ I ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି I ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି I

Tags: