ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ

ଭୁବନେଶ୍ୱର : ଯୁଦ୍ଧ ପାଇଁ ଦୀପଦାନ। ଲିଙ୍ଗରାଜ ମନ୍ଦିର ସମୂଖରେ ବିଜେଡି ପକ୍ଷରୁ ସାମୁହିକ ଦୀପଦାନ । ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହିତ ଭାରତ ପାକିସ୍ତାନ ସୀମାନ୍ତରେ, ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜୁ ଜନତା ଦଳର ଭୁବନେଶ୍ୱର ଶାଖା ତରଫରୁ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା […]

ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ
Samaya Live Picture
Published On

ଭୁବନେଶ୍ୱର : ଯୁଦ୍ଧ ପାଇଁ ଦୀପଦାନ। ଲିଙ୍ଗରାଜ ମନ୍ଦିର ସମୂଖରେ ବିଜେଡି ପକ୍ଷରୁ ସାମୁହିକ ଦୀପଦାନ । ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହିତ ଭାରତ ପାକିସ୍ତାନ ସୀମାନ୍ତରେ, ଯବାନ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଭାରତୀୟ ଯବାନ ମାନଙ୍କ ମଙ୍ଗଳ କାମନା କରି ବିଜୁ ଜନତା ଦଳର ଭୁବନେଶ୍ୱର ଶାଖା ତରଫରୁ ଆଜି ଲିଙ୍ଗରାଜ ମନ୍ଦିରରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଏମସି ମେୟର ସୁଲୋଚନା ଦାଶ, ବିଜେଡି ନେତା ମନ୍ମଥ ରାଉତରାୟଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ସାମିଲ ହୋଇ ସଂଘର୍ଷରେ ସାମିଲ ଯବାନଙ୍କ ମଙ୍ଗଳ କାମନା କରିଛନ୍ତି ।

Tags: