୪ ଦିନ ହେଲାଣି ଓପାସରେ ଜିନ୍ନତ
ମୟୁରଭଞ୍ଜ : ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ରାଜ କରୁଛି ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ । ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ୪ ଦିନ ହେଲାଣି ଉପାସରେ ରହିଛି ଜିନ୍ନତ । ଏହାକୁ ଶିମିଳିପାଳକୁ ଫେରାଇ ଆଣିବାକୁ ବନ ବିଭାଗର ଏକ ଟିମ ଝାଡଖଣ୍ଡ ଯାଇଥିଲା । ତେବେ ଜିନ୍ନତ ଉପାସରେ ରହିଥିବାରୁ ବହୁତ ଦୁର୍ବଳ ହୋଇଯାଇଛି । ଏହି ସମୟରେ ତାକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ନୁହେଁ ବୋଲି […]
ମୟୁରଭଞ୍ଜ : ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ରାଜ କରୁଛି ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ । ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ୪ ଦିନ ହେଲାଣି ଉପାସରେ ରହିଛି ଜିନ୍ନତ । ଏହାକୁ ଶିମିଳିପାଳକୁ ଫେରାଇ ଆଣିବାକୁ ବନ ବିଭାଗର ଏକ ଟିମ ଝାଡଖଣ୍ଡ ଯାଇଥିଲା । ତେବେ ଜିନ୍ନତ ଉପାସରେ ରହିଥିବାରୁ ବହୁତ ଦୁର୍ବଳ ହୋଇଯାଇଛି । ଏହି ସମୟରେ ତାକୁ ଟ୍ରାଙ୍କୁଲାଇଜ କରିବା ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ,ଖୁବ ଶୀଘ୍ର ତାକୁ ଫେରାଇ ଅଣାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।




