ଲ୍ୟାଣ୍ଡ ମାଇନ ବିସ୍ଫୋରଣ ,୩ ଗୁରୁତର
ମାଲକାନଗିରି : ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି । ଜଙ୍ଗଲରୁ ଛତୁ ସଂଗ୍ରହ ଯାଇଥିବାବେଳେ ମାଓବାଦୀଙ୍କ ମାଟିତଳେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହେଲେ ଗ୍ରାମବାସୀ । ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଧନଗୋଲ ଗାଁରେ ଘଟିଛି ଏପରି […]
ମାଲକାନଗିରି : ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି । ଜଙ୍ଗଲରୁ ଛତୁ ସଂଗ୍ରହ ଯାଇଥିବାବେଳେ ମାଓବାଦୀଙ୍କ ମାଟିତଳେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହେଲେ ଗ୍ରାମବାସୀ । ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଧନଗୋଲ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।




